ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ମା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଅରବିନ୍ଦ କ୍ଳବ ଗଡ଼ ଅଣ୍ଢୀଆ ମିଳିତ ଆନୁକୂଲ୍ୟ ରେ 70ତମ ମୁକ୍ତମଞ୍ଚ ନାଟକ ର ପୁରସ୍କାର ବିତରଣ ଉତ୍ସବ

ନିମାପଡା[14:01, 12/10/2025]  ମା ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ  ଅରବିନ୍ଦ କ୍ଳବ ଗଡ଼ ଅଣ୍ଢୀଆ ମିଳିତ ଆନୁକୂଲ୍ୟ ରେ ୭୦ତମ ମୁକ୍ତମଞ୍ଚ ନାଟକ ର ପୁରସ୍କାର ବିତରଣ ଉତ୍ସବ ପାଳନ ହୋଇ ଯାଇଛି. ଏଥିରେ ମୁଖ୍ୟ ଅତିଥି  ଡା: ବିଭୁ ପ୍ରସାଦ ତରେଇ ସାଂସଦ ଜଗତ ସିଂହ ପୁର, ମଞ୍ଚସଭାପତିତ୍ୱ କରିଥିଲେ ନିର୍ମଳ ପରିଜା, ଗଡ଼ଅଣ୍ଢୀଆ ଗ୍ରାମ ର ସଭାପତି କିରଣ ପଟନାୟକ, ସଙ୍ଗୀତ ଗୁରୁ ନବୀନ ପଟନାୟକ, ମଞ୍ଚ ପରିଚାଳନା ଦିଲପ ପାତ୍ର,ପୂଜା କମିଟି ସମ୍ପାଦକ ବିଚିତ୍ରା ନନ୍ଦ ପାତ୍ର,ସାଂସଦ ପ୍ରତିନିଧି ମିନଲତା ମହାନ୍ତି ବିଚାରକ ହେମନ୍ତ କୁମାର ମହାନ୍ତି.ଏବଂ ଅରବିନ୍ଦ କ୍ଳବ ସଭାପତି ନିର୍ମଳ ପରିଜା ସମ୍ପାଦକ ସୋମ୍ୟ ରଞ୍ଜନ ଦାସ ଉପସ୍ଥିତ ଥିଲେ ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ମା ଗୌରୀ ଡ୍ରାମାଟିକ କ୍ଳବ ବାଙ୍କୁଆଳ ଭୁବନେଶ୍ୱର ନାଟକ -କାନ୍ଦେନା ଲୁହ ସରିଯିବ ନଗତ ୫0000(ପଚାଶ ହଜାର )ସହିତ ଚମ୍ପିଆନ ଟ୍ରଫି ଦିଆଯାଇଛି ଏବଂ ରନରସପ୍ଦି  ଆମ ନାଟକ ଭୁବନେଶ୍ୱର ନାଟକ ନାମ -ମୁ ଅନାଥ ତୁଜଗନ୍ନାଥ ନଗଦ ୪0000 ରନରସପ୍ଦି ଆଯାଇଛି ଏବଂ ଏଥିରେ ଦଶମ ପରୀକ୍ଷା ରେ ଅଧିକ ନମ୍ବର ରଖିଥିବା ନିମାପଡା ବ୍ଲକ ଟପର -ତନ୍ମୟ ମିଶ୍ର   ଗୋଲ୍ଡ ମେଡାଲ ପାଇଥିବା ସ୍ମୃତି ରଞ୍ଜନ ଦାସ ଙ୍କୁ ସମ୍ବୋଧନ କରାଯାଇଥିଲା ଯାତ୍ରା କଳାକାର ମାନଙ୍କୁ ସମ୍ବୋଧନ କରାଯାଇଅଛି ଶ୍ରେଷ୍ଠ ଖଳନାୟକ -ପ୍ରଭାତ ସାମଲ, ଶ୍ରେଷ୍ଠ ନିର୍ଦେଶକ ତ୍ରିଦେବ ଛୋଟ ରାୟ, ଶ୍ରେଷ୍ଠ ନାଇକା ବର୍ଷା ରାଣୀ ନାୟକ ପୁରସ୍କୃତ କରଯାଇଥିଲା ଏହି ପରି ଯେଉଁମାନେ ଭଲ ଅଭିନୟ କରିଥିଲେ ସେଏମାନଂକୁ ପୁରସ୍କୃତ କରାଯାଇଥିଲା ନିର୍ମଳ ପରିଜା ପରିଶେଷରେ ମେଲୋଡି କାର୍ଯ୍ୟକ୍ରମ  ସେହେନ୍ସl ଗ୍ରୁପ କଟକ ଦ୍ୱାରା ଆୟୋଜିତ କରାଯାଇଥିଲା

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *