ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଗଣେଶ ପୂଜା କମିଟି ପାଟଣା ଆରୋଡେଇ ପକ୍ଷରୁ ଭବ୍ୟ ଗଣେଶ ପୂଜା ଆୟୋଜନ

ସମ୍ବାଦ ସେବା: ବିଭୂତି ଟିଭି (BibhutiTV)
ପାଟଣା ଆରୋଡେଇ: ପବିତ୍ର ଗଣେଶ ଚତୁର୍ଥୀ ଅବସରରେ ପାଟଣା ଆରୋଡେଇ ଗଣେଶ ପୂଜା କମିଟି ପକ୍ଷରୁ ଭକ୍ତି ଓ ଉତ୍ସାହର ସହ ଗଣେଶ ପୂଜା ଆୟୋଜନ କରାଯାଉଛି। ଏହି ଅବସରରେ ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ସହ ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନର ବ୍ୟବସ୍ଥା କରାଯାଇଛି।
ପୂଜାକୁ ସୁଚାରୁ ରୂପେ ପରିଚାଳନା କରିବା ସହ ଭକ୍ତମାନଙ୍କ ସୁବିଧା ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ କମିଟିର ସଦସ୍ୟମାନେ ସକ୍ରିୟ ଭାବେ ଦାୟିତ୍ୱ ତୁଲାଉଛନ୍ତି।
କମିଟି ସଦସ୍ୟମାନେ:
ବାବୁନା, ପିଣ୍ଟୁ, ସୋମୁ, ଚନ୍ଦନ, ଲିପୁ (J), କାଳିଆ (J), ପିଙ୍କୁ (J), ବାଜୁଆ, ସେଣ୍ଟେରା, କାଳିଆ, ଚିକୁ, ବାସୁଦେବ, ରାଜା, କୁଣା, ସିଲୁ (N), ଗୁରିଆ, ପାପୁ, ସମୀର, ପ୍ରଭାତ, ପ୍ରଦୀପ୍ତ, ସ୍ୱପ୍ନଜିତ, ଗୁଣ୍ଡ, ଗୋପା, ବୁବୁ (B), ଲକି, ଗୁଡୁଣା, ଟୁଟୁଲା, ପାଗଳା, ମନ,ଗଗନ, ଜଗନା, ନାଗା, ବାଉ, ଦୀପୁ, ମାନସ, ଜଗନ୍ନାଥ, ରାଜା, ଓମ୍, ସୁଜିତ, ପ୍ରକାଶ, ରିଙ୍କୁ, ଗେଣ୍ଡୁ, ସୁକଦେବ, ସିଲୁ, ଲିପୁ, ବୁବୁନା, ନୀର, ସଞ୍ଜୟ, ଆକାଶ, ରାହୁଲ, ନିତ୍ୟାନନ୍ଦ, ବାବୁ, ମୁନା, ହାପି, ମୁନୁ ଓ ରାଜା।
କମିଟି ପକ୍ଷରୁ ସମସ୍ତ ଅଞ୍ଚଳବାସୀ ଓ ଭକ୍ତମାନଙ୍କୁ ପୂଜାରେ ଯୋଗଦେଇ ଶ୍ରୀଗଣେଶଙ୍କ ଆଶୀର୍ବାଦ ଲାଭ କରିବା ସହ ପୂଜାକୁ ସଫଳ କରିବା ପାଇଁ ଅନୁରୋଧ କରାଯାଇଥିଲା।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *