ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ସୁବର୍ଣ୍ଣ ଜୟନ୍ତୀ ଅବସରରେ ପାଟପୁରରେ ରକ୍ତଦାନ ଶିବିର

ରକ୍ତଦାନ ପାଇଁ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ

ନିମାପଡ଼ା, ୩୦/୯ (ବିଭୂତି ଟିଭି):
ନିମାପଡ଼ା ଏନ୍‌ଏସି ଅନ୍ତର୍ଗତ ପାଟପୁର ଗ୍ରାମରେ ସାର୍ବଜନୀନ କାଳୀପୂଜା କମିଟି ପକ୍ଷରୁ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଛି। ଏହି ଅବସରରେ କମିଟି ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯିବାକୁ ଯାଉଛି।
ସମାଜସେବା ଓ ମାନବିକତାର ବାର୍ତ୍ତାକୁ ଆଗେଇ ନେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଯୋଗ୍ୟ ବ୍ୟକ୍ତି ସ୍ୱଇଚ୍ଛାରେ ରକ୍ତଦାନ କରି ଏହି ମହତ୍ କାର୍ଯ୍ୟରେ ସାମିଲ ହେବାକୁ କମିଟି ପକ୍ଷରୁ ଆହ୍ୱାନ କରାଯାଇଛି।
ରକ୍ତଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିମାନେ ଆୟୋଜକମାନଙ୍କ ନିକଟରେ ନିଜ ନାମ ପଞ୍ଜୀକରଣ କରିବାକୁ ଅନୁରୋଧ କରାଯାଇଛି।
ଯୋଗାଯୋଗ:
 ୯୦୯୦୪୧୨୯୫୪
 ୯୪୩୭୨୮୦୨୪୮
 ୯୮୬୧୧୩୫୧୨୩
ସ୍ଥାନ: ପାଟପୁର ଗ୍ରାମ, ନିମାପଡ଼ା ଏନ୍‌ଏସି, ପୁରୀ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *