ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଜଗତସିଂହପୁର ଅବକାରୀ ବିଭାଗକୁ ସଫଳତ।୫୫ ବୋତଲ କୋଡ଼ିନ କଫ ସିରପ ଓ ବୁଲେଟ ସହ ଯୁବକ ଗିରଫ।

ଜଗତସିଂହପୁର (BT)ତା ୦୯-୧୦-୨୦୨୬ ରିଖରେ ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାର ରୁ ଜଣେ କଫ ସିରପ ନିଶା ବେପାରୀଙ୍କୁ ଗିରଫ କରିଛି ଜଗତସିଂହପୁର ଅବକାରୀ ଭ୍ରାମ୍ୟମାଣ…

Read More

୬ ଅଭିଯୁକ୍ତ ଗିରଫ, ୩ ଫେରାର; ୩୫.୬୨ ଗ୍ରାମ ସନ୍ଦିଗ୍ଧ ନିଶାଦ୍ରବ୍ୟ ସହ ନଗଦ ଟଙ୍କା ଓ ଯାନବାହନ ଜବତ

ନାଇଟ୍ ପାଟ୍ରୋଲିଂ ବେଳେ ପୋଲିସର ବଡ଼ ଧରଣର ଚଢ଼ାଉ ତିର୍ତ୍ତୋଲ, ୦୪/୧୦ (ବିଭୂତି ଟିଭି): ଜଗତସିଂହପୁର ଜିଲ୍ଲାରେ ନାଇଟ୍ ପାଟ୍ରୋଲିଂ ସମୟରେ ପୋଲିସକୁ ମିଳିଛି ବଡ଼ ସଫଳତା।…

Read More

ପାରାଦ୍ବୀପରେ ଅବକାରୀ ବିଭାଗ ର ବଡ଼ ଧରଣର ଚଢାଉ। ୧୨ କେଜି ଗଞ୍ଜେଇ, ୧ ଲକ୍ଷ ୧୬ ହଜାର ଟଙ୍କା ସହ ୨ ଗିରଫ।।

ଜଗତସିଂହପୁର (BT)୨୯୵୦୯୵୨୦୨୬ ପାରାଦ୍ବୀପ ଅବକାରୀ ରେଞ୍ଜ ଓ ପାରାଦ୍ବୀପ ଅବକାରୀ ଥାନା ପକ୍ଷରୁ ଆଜି ପୂର୍ବାହ୍ନରେ ପାରାଦ୍ବୀପ ଲକ୍ ଥାନା ଅନ୍ତର୍ଗତ ନିମିଢି ଗ୍ରାମରେ ଚଢାଉ କରାଯାଇ…

Read More

ପୋଲିସ ବିରୋଧରେ ଅଭିଯୋଗ: ଏନ୍‌ସିଏସ୍‌ସିର ହସ୍ତକ୍ଷେପ

ଜଗନ୍ନାଥଙ୍କ ଅଭିଯୋଗ ଉପରେ ଏସ୍‌ପିଙ୍କୁ ନୋଟିସ୍‌; ୧୫ ଦିନରେ ରିପୋର୍ଟ ମାଗିଲେ ଆୟୋଗ ଜଗତସିଂହପୁର:(BT)ପୋଲିସର ନିଷ୍କ୍ରିୟତା, ଅଭିଯୋଗ ଗ୍ରହଣ ନକରିବା ଓ ତଦନ୍ତରେ ଅବହେଳା ନେଇ ଜଗନ୍ନାଥ…

Read More

ଜଗତସିଂହପୁର ସଡ଼କ ସୁରକ୍ଷା ସମିତି ପକ୍ଷରୁ ସଡକ ସୁରକ୍ଷା ନିମନ୍ତେ ନିରାକରଣ ଏବଂ ଜିଲ୍ଲା ରାଜପଥ ସୁରକ୍ଷା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଥିଲା।

ଜଗତସିଂହପୁର(BT )ତା ୨୫. ୦୯. ଜଗତସିଂହପୁର ଜିଲ୍ଲା ସଡ଼କ ସୁରକ୍ଷା ସମିତି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ଗୃହରେ ଅପରାହ୍ନ ୪.୩୦ ଘଣ୍ଟିକା ରେ ସଡକ…

Read More

ଅରଡା ଗ୍ରାମରୁ ୨ କେଜି ରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ କଲା ଅବକାରୀ ବିଭାଗ। ଯୁବକ ଗିରଫ।।

ଜଗତସିଂହପୁର( BT)୨୪୵୦୯୵୨୦୨୬ ତାରିଖ ପ୍ରାୟ ସକାଳ ୯ଟା ପାଖାପାଖି ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅରଡା ଗ୍ରାମରେ ଚଢଉ କରି ୨କେଜି ୧୦୦ ଗ୍ରାମର ଗଞ୍ଜେଇ ଜବତ କରିଛି…

Read More

ଇମ୍ରାନ ଖାନଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

ଜଗତସିଂହପୁର ପୋଲିସ୍‌ ଦ୍ୱାରା ଜଣେ ଅଭିଯୁକ୍ତ ଗିରଫ ଜଗତସିଂହପୁର, ୨୩/୦୯ (ବିଭୂତି ଟିଭି): ଜଗତସିଂହପୁର ଥାନା ଅଧୀନ ବେରାହିମପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କୁ ମରଣାନ୍ତକ ଆକ୍ରମଣ କରି…

Read More

ଅବକାରୀ ବିଭାଗ ପଞ୍ଝାରେ ନିଶା ବେପାରୀ

୪୨ ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫଜଗତସିଂହପୁର, ୨୨/୦୯/୨୦୨୬ (ବିଭୂତି ଟିଭି):ଜଗତସିଂହପୁର ସହରର କୋର୍ଟ ଛକ ଅଞ୍ଚଳରେ ଚଢ଼ାଉ କରି ଜଣେ କଥିତ ନିଶା ବେପାରୀଙ୍କୁ ଗିରଫ…

Read More

ଜଗତସିଂହପୁରରେ ରାସ୍ତାରେ ଲୁଟ୍୩ ଅଭିଯୁକ୍ତ ଗିରଫ, ସୁନା ଚେନ୍ ଓ ବାଇକ୍ ଜବତ

ଜଗତସିଂହପୁର, ବିଭୂତି ଟିଭି: ଜଗତସିଂହପୁର ଥାନା ଅଞ୍ଚଳର ଢିହସାହି ପେଟ୍ରୋଲ ପମ୍ପ ନିକଟରେ ଜଣେ ବ୍ୟକ୍ତିଙ୍କୁ ରାସ୍ତାରେ ଅଟକାଇ ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ସୁନା…

Read More

ଆକ୍ସନ ମୁଡ୍ ରେ ଅବକାରୀ ବିଭାଗ।୪୪ ଗ୍ରାମର ହେରୋଇନ, ନଗଦ ୧୨,୬୦୦ ଟଙ୍କା ସହ ଯୁବକ ଗିରଫ।

୪୪ ଗ୍ରାମ ହେରୋଇନ୍ ଜବତ, ଜଣେ ଗିରଫଜଗତସିଂହପୁର, ୦୯/୦୯/୨୦୨୬:ଜଗତସିଂହପୁର ଥାନା ଅନ୍ତର୍ଗତ ଆଳିପିଙ୍ଗଳ ବଜାରରେ ଅବକାରୀ ବିଭାଗର ଭ୍ରାମ୍ୟମାଣ ସଂସ୍ଥା ପକ୍ଷରୁ ଚଢ଼ାଉ କରାଯାଇ ଜଣେ କଥିତ…

Read More