ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡି. ଏ. ଭି. ପବ୍ଲିକ ସ୍କୁଲ ନିମାପଡାରେ ଉତ୍କଳମଣି ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ l

ନିମାପଡ଼ା (26.06.25) ଆଜି ଡି ଏ ଭି ପବ୍ଲିକ ସ୍କୁଲ ନିମାପଡ଼ାରେ ଗୋପବନ୍ଧୁଙ୍କ 97 ତମ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି l ବିଦ୍ୟାଳୟର ଅଧ୍ୟକ୍ଷ ଏମ. ଏମ. ହକ ବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l ଉତ୍କଳମଣି ଗୋପବନ୍ଧୁଙ୍କର ସମଗ୍ର ଭାରତ ପ୍ରତି ଅବଦାନ ଏବଂ ପ୍ରଶଂସା ଗାନ କରିଥିଲେ l ସେ ଗରିବର ବନ୍ଧୁ ଦୟାନିଧି ଥିଲେ ବୋଲି କହିଥିଲେ l

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *