ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଆତ୍ମାର ସଦଗତି କାମନା କରି ସାମୁହିକ ଦୀପଦାନ

ନିମାପଡ଼ା/ତୁଳସୀପୁର -ଭାରତବର୍ଷ ତଥା ସମଗ୍ର ବିଶ୍ବ କୁ ଶୋକାତୁର ଓ ସ୍ତବ୍ଧ କରିଦେଇଥିବା ଅହମଦାବାଦ ରେ ଭୟଙ୍କର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷ ଙ୍କ  ଆତ୍ମାର ସଦଗତି କାମନା କରି । ତୁଳସୀପୁର ପଞ୍ଚାୟତ ସ୍ଥିତ ମା ଦୁର୍ଗା ଙ୍କ ମନ୍ଦିରରେ ଜନମତ ନିର୍ବିଶେଷରେ ଆଜି ସନ୍ଧ୍ୟାରେ ସାମୁହିକ ଦୀପଦାନ କରାଯାଇଛି ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *