ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ପରମେଶ୍ୱରଙ୍କ ହେବ ନବକଳେବର

ଜଗତସିଂହପୁର ,ଆରୋଡେଇ ଗ୍ରାମର ପାଟଣା ର ଅଧୀଶ୍ଵର ଶ୍ରୀ ଶ୍ରୀ ପରମେଶ୍ବର ଙ୍କ ନିର୍ଦ୍ଦେଶରେ ଶ୍ରୀ ଜୀଉଙ୍କ ନବକଳେବର ପାଇଁ ଭକ୍ତ ମାନେ ଗରାମ ସନ୍ତାସିଆ ମଠ ପାଖରୁ ଦାରୁଙ୍କୁ ଆଣିବାର ବନ୍ଦୋବସ୍ତ କରିଥିଲେ। ହୋମ , କୀର୍ତ୍ତନ,ଘଣ୍ଟ, ଘଣ୍ଟା ହୁଳହୁଳି ସହିତ ଉକ୍ତ ବୃକ୍ଷଙ୍କୁ ଛେଦନ କାର୍ଯ୍ୟ ସଂପନ୍ନ ହୋଇଥିଲା। ଗୋବିନ୍ଦ ଚନ୍ଦ୍ର ପଣ୍ଡା ମହୋଦୟ, ଶାକୁ ପଣ୍ଡିତ, ନୀହାର ବାବୁ ,ବାବୁନି ବାବୁ, ସୁରେନ୍ଦ୍ର ବେହେରା, ଧୁଳେଶ୍ଵର ଦାସ ବହୁ ଧର୍ମ ପରାୟଣ ବ୍ୟକ୍ତି ବିଶେଷଙ୍କ ସହିତ ନାମସଂକ୍ରିତନ୍ ଗହଣରେ ଶ୍ରୀଜିଉଙ୍କ କାର୍ଯ୍ୟ ସଂପନ୍ନ ହେଇ ଅଛି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *