ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

୭୫ ବର୍ଷ ର ବୃଦ୍ଧ ନିରୁଦ୍ଦିଷ୍ଟ

ନିମାପଡ଼ା ୮/୭( BT) ଜଣେ ବୟଷ୍କ ବୃଦ୍ଧ ବ୍ୟକ୍ତି ନଦୀକୁ ‌ଶୈାଚ ହେବାପାଇଁ ତା ୬.୦୮.୨୦୨୬ରିଖ ,ସୋମବାର ଯାଇଥିଲେ କିନ୍ତୁ ସେ ଘରକୁ ନଫେରିବାରୁ ପରିବାର ଲୋକମାନେ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବାସୁଚନାରୁ ପ୍ରକାଶ ଜେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ନୋଡ଼ା ଭାୟା କସରଦା ଗ୍ରାମର ନୀଳମଣି ଦାସ ବୟସ ୭୫ କନ୍ଦଳ ନଦୀକୁ ଶୈାଚହେବାପାଇଁ ୬ତାରିଖ ଅପରାହ୍ନ।୩ଟାରେ ଯାଇଥିଲେ ଆଉ ଘରକୁ ଫେରିନଥିବାରୁ ପରିବାର ଲୋକ ବହୁ ଖୋଜା ଖୋଜି କରିବାପରେ କୌଣସି ସଂଧାନ ନମିଳିବାରୁ ଗୋବିନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ଘରୁ କୁଆଡ଼େ ଚାଲି ଯାଇଛନ୍ତି ବୋଲି ସନ୍ଦେହ କରାଯାଇଛି। ସେ ଘରୁ ବାହାରିବା ବେଳେ ଧଳା ଗାମୁଛାପିନ୍ଧି ଥିଲେ। କୈାଣସି ସହୃଦୟବ୍ୟକ୍ତି ବୃଦ୍ଧ ନୀଳମଣିଙ୍କର ସନ୍ଦାନ ପାଇଳେ ନିକଟସ୍ଥ ପୁଲିସରେ କିମ୍ବା ୭୬୦୬୦୩୮ ୬୮୦ରେ ଯୋଗ ଯୋଗ କରିବାକୁ ଅନୁରୋଧ କରିଛନ୍ତି।Name- Nilamani Das, AT-Noda, PO-Noda, PIN Code-754105,Via-Kasarda, PoliceStation-Gobindpur, Dist-Cuttack, ph no -7606038680, 6370456133,

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *