ଆଜି ସ୍ୱାଧିନତା ସଂଗ୍ରାମୀ ମୋହନ ଦାସ ଙ୍କ ୩୧ ତମ ପୁଣ୍ୟତିଥି ଅବସରରେ ନିମାପଡ଼ା ଦୋଳବେଦୀ ଛକ ସ୍ଥିତ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ ଏବଂ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ସିନେ, ଟେଲିଭିଜନ ଜଗତର ପ୍ରଖ୍ୟାତ ହାସ୍ୟ ଅଭିନେତା ସୁଦେବ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନିମାପଡ଼ା ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ପ୍ରଣବ କୁମାର ସ୍ୱାଇଁ, ସାମ୍ୟବାଦୀ ନେତା କୃଷ୍ଣଚନ୍ଦ୍ର ରାଉତ, ଦେବେନ୍ଦ୍ର ସାହୁ, ବସନ୍ତ ପାତ୍ର, ଶୈଳନ୍ଦ୍ର ରଥ, ରଞ୍ଜିତ ରଥ, ରତିକାନ୍ତ ଓଝା, କୃଷ୍ଣଚନ୍ଦ୍ର ପାତ୍ର, ପ୍ରତାପ ଚନ୍ଦ୍ର ସାବୁତ,ଅଜୟ କୁମାର ମିଶ୍ର, ଦଣ୍ଡପାଣି ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ବିଜୟାନନ୍ଦ ଦାସ, ସମୀର ରଞ୍ଜନ ରାଉତରାୟ, ବିଶ୍ୱଜିତ ବେହେରା, ଅଭିଜିତ ବେହେରା, ଜଗନ୍ନାଥ ପରିଡ଼ା, ସନ୍ଦୀପ ନାୟକ, ଅଜୟ କୁମାର ପଣ୍ଡା, ତାପସ ସାହୁ, ଆଦର୍ଶ ଦାଶ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ମୋହନ ଦାସ ଙ୍କ ନିମାପଡ଼ା ପ୍ରତି ଅବଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ ।
ସ୍ୱାଧିନତା ସଂଗ୍ରାମୀ ମୋହନ ଦାସ ଙ୍କ ୩୧ ତମ ପୁଣ୍ୟତିଥି ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା

















Leave a Reply