ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ଡ଼ି ଏ ଭି ସ୍କୁଲ୍ ଛାତ୍ର ସୋଭନ ମହାନ୍ତି ସିବିଏସଇ +୨ ରେ ନିମାପଡା ବ୍ଲକ ଟପର

ନିମାପଡା:୧୨-୫- ଚଳିତବର୍ଷ ସିବିଏସଇ +୨ ପରିକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଡିଏଭି ସ୍କୁଲ୍ ନିମାପଡା ରେ ୨୯ ଜଣ ପରିକ୍ଷା ଦେଇଥିଲେ। ସେଥି ମଧ୍ୟରୁ ସୋଭନ ମହାନ୍ତି ସମୁଦାୟ ୫୦୦ ମାର୍କରୁ ୪୬୯ (୯୩.୮୦%)ସର୍ବାଧିକ ନମ୍ବର ରଖି ସ୍କୁଲ୍ ଟପର ଓ ନିମାପଡ଼ା ବ୍ଲକ ଟପର ହୋଇଛନ୍ତି। ସେହିପରି ସୌମ୍ୟ ପ୍ରଧାନ( ୮୩.୮0)ଦ୍ୱିତୀୟଜିଜ୍ଞାସା ସ୍ୱାଇଁ( ୮୦.୪)ତୃତୀୟ ସ୍ଥାନ ଅଧିକାର କରିଛନ୍ତି।ବିଦ୍ୟାଳୟର ଅଧ୍ୟକ୍ଷ ଏମ୍ ଏମ୍ ହକ୍ ଏବଂ ସମସ୍ତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ଶୁଭକାମନା ଜଣାଇଛନ୍ତି।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *