ନିମାପଡା (BT) ମହାବିଷୁବ ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଉପଲକ୍ଷେ ନିମାପଡା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ମିଶନ ଓଡିଶା ଫାଉଣ୍ଡେସନ ତରଫରୁ ପୁର୍ଣ୍ଣେଶ୍ଵରୀ ମନ୍ଦିର ପ୍ରାଙ୍ଗଣରେ ଶ୍ରଦ୍ଧାଳୁ ମାନଙ୍କ ପାଇଁ “ପଣା ବଣ୍ଟନ “କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ସଭାପତି ରଂଜନ କୁମାର ସାହୁ ସମ୍ପାଦିକା ରୋଜାଲିନ ସାହୁ , ବରିଷ୍ଠ ନାଗରିକ ମଞ୍ଚ,ଦୁର୍ନୀତି ସଂଘର୍ଷ ମଞ୍ଚ, ସଂଗ୍ରାମୀ ଦାୟଦ ସଂଘ , ଙ୍କ ସହ ଅନେକ ସାମାଜିକ କର୍ମୀ ଯୋଗ ଦେଇଥିଲେ। ଏବଂ ଅନୁଷ୍ଠାନ ସ୍ନିଗ୍ଧା ଦାସ, ସୁନିତ ବସ୍ତିଆ, ନିକିତା ପ୍ରିୟଦର୍ଶନୀ, ମନସିନି ସାମନ୍ତରାୟ,ପ୍ରିୟଙ୍କା ଘଡ଼େଇ ରୋଜାଲିନ ସାହୁ ଯୋଗ ଦେଇଥିଲେ।
ମିଶନ ଓଡିଶା ଫାଉଣ୍ଡେସନ ତରଫରୁ ପଣା ବଣ୍ଟନ


















Leave a Reply