ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନିମାପଡା DAV ସ୍କୁଲ ର ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଜଳ ସେବ ଶିବିର ଆୟୋଜନ

ନିମାପଡା (BT)ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ନିମାପଡା DAV ସ୍କୁଲ ତରଫରୁ ଏକ ଜଳ ସେବ ଶିବିର ଆୟୋଜନ କରାଯାଇ ଥିଲା। ଏହି ଶିବିରରେ ସ୍କାଉଟ ଗାଇଡ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନିମାପଡା ତହସିଲ୍ କାର୍ଯ୍ୟାଳୟ ସାମ୍ନାରେ ଦହି ସରବତ ବଣ୍ଟନ କରା ଯାଇଥିଲେ। ଏହି କାର୍ଯ୍ୟ କ୍ରମରେ ବିଦ୍ୟାଳୟ ର ଶିକ୍ଷକ ଶୁଭମ୍ ପ୍ରଧାନ, ଗଜାନନ ଡାକୁଆ, ରମାକାନ୍ତ ସାମନ୍ତସିଂଙ୍ଘାର, ସ୍କାଉଟ୍ ମାଷ୍ଟର ଶାରଦା ପ୍ରସନ୍ନ ବେହେରା ଓ ସହାୟକ ଅଶୋକ କୁମାର ପଣ୍ଡା ଉପସ୍ଥିତି ରହି ପରିଚାଳନା କରିଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *