ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ରତ୍ନାକର ଦାସ ଦୃଷ୍ଟିବାଧିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ବ୍ରେଲ ଲିପି ଦିବସ ଅନୁଷ୍ଠିତ |

ରତ୍ନାକର ଦାସ ଦୃଷ୍ଟିବାଧିତ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପ୍ରାଙ୍ଗଣ ପରିସରରେ ଆନ୍ତର୍ଜାତୀୟ ବିଶ୍ୱ ବ୍ରେଲ ଲିପି ଦିବସ ଅନୁଷ୍ଠିତ |ଏହି ଦିବସ ରେ ମୁଖ୍ୟ ଆତିଥି ଭାବେ ଶ୍ରୀଯୁକ୍ତ ଚନ୍ଦନ କୁମାର ବାରିକ୍ (SSSO) ପୁରୀ ଯୋଗଦେଇଥିଲେ। ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଜନ୍ମେଜୟ ସ୍ୱାଇଁ, ଶ୍ରୀଯୁକ୍ତ ରାମ ଚନ୍ଦ୍ର ପ୍ରଧାନ ଏବଂ ଦଶରଥୀ ନାୟକ (MI UNIT) ଅତିଥି ଭାବେ ଯୋଗ ଦେଇ ଥିଲେ।ଏହି ଦିବସ ରେ ଦୃଷ୍ଟିବାଧିତ ଛାତ୍ର ଛାତ୍ରୀ ମାନଙ୍କୁ ଧଳା ବାଡି ପ୍ରଦାନ କରାଯାଇଥିଲା ।ଛାତ୍ର ଛାତ୍ରୀ ମାନେ ଙ୍କ ଦ୍ଵାରା ବ୍ରେଲ ଲିପି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟ କ୍ରମରେ ପି. ସି .ଏସ. ଇ. ର ଛାତ୍ର ଛାତ୍ରୀ,ଅଧ୍ୟାପକ ଓ କର୍ମ ଚାରି ମାନେ ଯୋଗ ଦେଇ ଥିଲେ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *