ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଜନସଚେତନ ନାଟକ ପରିବେଷଣ

ନିମାପଡା: ଆଜି ସ୍ୱୟତ ଶାସନ ଦିବସ ସପ୍ତାହ ପାଳନ ଅବସରରେ ନୟା ସବେରା ନିମାପଡା ୟୁଥ ଟ୍ରଷ୍ଟ ଦ୍ୱାରା ଜନସଚେତନ ନାଟକ ପରିବେଷଣ କରାଯାଇଛି, ଏଥିରେ ଲେଖକ ନିର୍ମଳ ପରିଜା, ନିର୍ଦେଶକ ବନବିହାରୀ ପ୍ରଧାନ, ସଙ୍ଗୀତ ନିର୍ଦେଶକ ସୁବାସ ଚନ୍ଦ୍ର ସାମନ୍ତ ରାୟ. ମୁଖ୍ୟ ବିଷୟ ଯେଉଁଠି ନିଶା ନିବାରଣ, ସ୍ଵଚ୍ଚତା, ବୃକ୍ଷ ରୋପଣ ଏହି ନାଟକ ରେ ସଚେତନ କରାଯାଉଥିଲା ଏହା ନିମାପଡା ର ଦୋଳବେଦୀ ଛକ, ଡେଲଟା ଛକ, ଜୟଶ୍ରୀ ଛକ ସହିଦ ପଡ଼ିଆ ସାମ୍ନା ରେ ହୋଇଥିଲା ,ନାଟକ ସହିତ ଯନ୍ତା ସ୍କୁଲ ରେ 30ରୁ ଉର୍ଦ୍ଧ ନଡ଼ିଆ ଗଛ ଲଗାଯାଇଥିଲା
ଏଥିରେ ଉପଦେଷ୍ଟା ଜୀବନ ଜୋତି ଶତପଥି, ସମ୍ପାଦକ ନିର୍ମଳ ପରିଜା, ସଦସ୍ୟ ଅମିତ ପରିଜା, ରାକେଶ ସ୍ୱାଇଁ , ପ୍ରିୟଦର୍ଶିନୀ ପତି, ଶ୍ରଦ୍ଧାଞ୍ଜଳି ଓଝା, ଅନୁପମା ରାଉତ, ପ୍ରଦୀପ ପତି, ବିଚିତ୍ରା ନନ୍ଦ ପାତ୍ର, ଟି ମୁନୀ ରଶ୍ମି ରେଖା ଜେନା, ଦୀପକ କୁମାର ନାୟକ, ପ୍ରଶାନ୍ତ କୁମାର ରାଉତ ରାୟ, ଅଲେଖ ସାହୁ, ତାପସ କୁମାର ସାହୁ,ସୁବାଶିଷ ସ୍ୱାଇଁ, ଅକ୍ଷୟ କୁମାର ମଲିକ,ଜିତେଶ କାନୁନଗୋ, ବନିତା ଜେନା ଇତ୍ୟାଦି 50ରୁ ଉର୍ଦ୍ଧ ସଦସ୍ୟ ଅଂଶ ଗ୍ରହଣ କରିଥିଲେI

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *