ବଳଙ୍ଗା ନାବାଳିକା ପୋଡିଯିବା ର ୧୪ ଦିନ ପରେ ମୃତ୍ୟୁ। ଦିଲ୍ଲୀ ଏମେସ ଚିକିତ୍ସା ଧୀନ ଅବସ୍ଥା ରେ ମୃତ୍ୟୁ ଘଟିଛି। ନାବାଳିକା ଜଳିଥିବାର ୧୪ ଦିନ ପରେ ଆଖି ବୁଜିଲେ ପିଡିତା ଆସନ୍ତା କାଲି ଦିଲ୍ଲୀରେ ବେବଚ୍ଛେଦ ପରେ ଭୂବନେଶ୍ୱର ମୁଖେ ଆସିବ ତାଙ୍କ ମର ଶରୀର ପରେ ଗାଁ କୁ ଆସିବ ତାଙ୍କର ମର ଶରୀର| ରାତି ତମାମ ଜଗି ବସିଛନ୍ତି ପିଡିତାଙ୍କ ଘରକୁ ପୋଲିସ।ବଳଙ୍ଗା ପିଡିତାଙ୍କ ଗାଁରେ ଛାଉଣୀ ଏଵେ ପୋଲିସ କାଳେ କୌଣସି ଅଘଟଣ ଘଟିପାରେ ଆଖି ରଖିଛନ୍ତି ପୁରୀ ପୋଲିସ। ଗତ ୧୯ ତାରିଖ ଶନିବାରେ ପିଡିତାଙ୍କ ଦେହରେ ଲାଗିଥିଲା ବା କିଏ ଲଗାଇଥିଲେ କାହିଁକି ଲଗାଇଥିଲେ ନିଆଁ। ସବୁ ଦିଗକୁ ନେଇ ତଦନ୍ତ ଚଳାଇଥିଲେ ବଳଙ୍ଗା ପୋଲିସ ପରେ ଫରେନ୍ସ ଟିମି କ୍ରାଇମବ୍ରାଞ୍ଚ ପକ୍ଷରୁ ୪ଚାରିଥର ବୟାନ ସଗ୍ରହ କରିଥିବା ବେଳେ ୭୦ ଜଣକୁ ନେଇ ଯେରା କରିଥିଲେ ପୋଲିସ।ଶେଷରେ ୧୪ ଦିନପରେ ପୁଣି ଶନିବାର ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ବରଣ କରିଛନ୍ତି ପିଡିତା। ଆଜି ଦିଲ୍ଲୀ ରେ ଶବ ବେବଚ୍ଛେଦ ପରେ ଭୂବନେଶ୍ୱର ଆସିବ ସବ ପରେ ଗାଁ ରେ ପହଞ୍ଚିବ ମୃତ୍ୟୁ ଶରୀର। ଗାଁ ଖେଳି ଯାଇଛି ଶୋକାକୁଳ ପରିବେଶ।
ବଳଙ୍ଗା ନାବାଳିକା ପୋଡିଯିବା ର ୧୪ ଦିନ ପରେ ମୃତ୍ୟୁ

















Leave a Reply