ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

କୁଜଙ୍ଗରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ସ୍ଥଗିତ

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA) ଶିବିର-୨୦୨୬ ସ୍ଥଗିତ


ଜଗତସିଂହପୁର, ତା ୨୨.୦୯.୨୬ ରିଖ

କୁଜଙ୍ଗ ବ୍ଲକ ଅନ୍ତର୍ଗତ ବନବିହାରୀ ହାଇସ୍କୁଲଠାରେ ତା. ୨୩.୦୯.୨୦୨୬ (ବୁଧବାର) ଦିନ ଅନୁଷ୍ଠିତ ହେବାକୁ ଥିବା ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ (BBSA) ଶିବିର-୨୦୨୬ କୁ ସ୍ଥଗିତ କରାଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିଶନର (SRC), ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରବଳ ବର୍ଷା ସମ୍ପର୍କିତ ସତର୍କ ସୂଚନା ଜାରି କରାଯାଇଥିବାରୁ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ଶିବିରକୁ ସ୍ଥଗିତ କରାଯାଇଛି ।

ଏହି ଶିବିରଟି ବର୍ତ୍ତମାନ ତା. ୩୦.୦୯.୨୦୨୬ (ବୁଧବାର) ଦିନ ସେହି ସ୍ଥାନରେ ଅନୁଷ୍ଠିତ ହେବ।

ସମସ୍ତ ସମ୍ପୃକ୍ତ ବ୍ୟକ୍ତିବିଶେଷ ଓ ଜନସାଧାରଣ ଏହି ପରିବର୍ତ୍ତିତ ତାରିଖକୁ ଧ୍ୟାନରେ ରଖି ଆବଶ୍ୟକ ସହଯୋଗ କରିବାକୁ ଅନୁରୋଧ ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *