ସଜାଗ ଓ ଜାଗ୍ରତ କରିବା ଯାହାର ଲକ୍ଷ୍ୟ…

ରଥଯାତ୍ରା ପୂର୍ବରୁ ନିମାପଡ଼ା ରୁ ବଳଙ୍ଗା ରାସ୍ତାର ମରାମତି ପାଇଁ ଜନସାଧାରଣରେ ଦାବି

ଆସନ୍ତା ରଥଯାତ୍ରା ସମୟରେ ଲକ୍ଷାଧିକ ଭକ୍ତ ଯାତାୟାତ କରିବାର ସମ୍ଭାବନା କୁ ଦୃଷ୍ଟିରେ ରଖି ରଥଯାତ୍ରା ପୂର୍ବରୁ ବିପର୍ଯ୍ୟସ୍ତ ହୋଇପଡ଼ିଥିବା “ନିମାପଡ଼ା ରୁ ବଳଙ୍ଗା” ରାସ୍ତା ର ସର୍ବନିମ୍ନ ମରାମତି କାର୍ଯ୍ୟ ଶେଷ କରିବାକୁ ଅଧିକ୍ଷଣ ଯନ୍ତ୍ରୀ, ପୂର୍ତ୍ତ ବିଭାଗ, ପୁରୀ ଙ୍କ ଉଦ୍ଦେଶ୍ୟରେ ନିମାପଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ୨୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଙ୍କ ଦସ୍ତଖତ ନେଇ ଜନମତ ନିର୍ବିଶେଷରେ ବିଶିଷ୍ଟ ବେକ୍ତି,ସାମାଜିକ କର୍ମୀ ଓ ବରିଷ୍ଟ ନାଗରିକ ମାନଙ୍କ ଦ୍ଵାରା ଦାବିପତ୍ର ପ୍ରଦାନ କରାଗଲା ।

Advertisement
Advertisement
Advertisement

Leave a Reply

Your email address will not be published. Required fields are marked *