କିନ୍ନର ପାଳିଲେ ସାବିତ୍ରୀ।
ଆଜି ପବିତ୍ର ସାବିତ୍ରୀ ଅମାବାସ୍ୟା ଚାରି ଆଡେ ସଧବା ମହିଳାମାନେ ଅତି ନିଷ୍ଠାର ସହ ପାଳୁଛନ୍ତି। ତେବେ କଟକ ସହରର ମାଲଗୋଦାମ ଅଂଚଳ ରେ ଥିବା କିନ୍ନର ମାନେ ଏକତ୍ରିତ ହୋଇ ସାବିତ୍ରୀ ବ୍ରତ ପାଳନ କରିଛନ୍ତି। ଅଶ୍ବସ୍ତ ବୃକ୍ଷ ତଳେ ସେମାନେ ଏକାଠି ହୋଇ ନୂଆ ଶାଢୀ, ଶଙ୍ଖା, ସିନ୍ଦୁର ପୂଜା କରିବା ସହିତ ଫଳ ଭୋଗ ଲଗାଇଛନ୍ତି। କଟକରେ ସାବିତ୍ରୀ ବ୍ରତ ପାଳୁଥିବା କିନ୍ନର ମାନେ ନିଜ ଗୁରୁଙ୍କ ପାଇଁ ସାବିତ୍ରୀ ବ୍ରତ କରିଥାନ୍ତି ଏହା ସହ ସମାଜ ର ମଙ୍ଗଳ ମାନସୀ ସେମାନେ ସାବିତ୍ରୀ ପାଳନ କରିଥାନ୍ତି
ସକାଳୁ ଉଠି ନିଜ ବାପଘରୁ ଆସିଥିବା ଶାଢ଼ୀ ବିଭିନ୍ନ ବସ୍ତୁ କୁ
ପୂଜା କରି ବା ପାଇଁ ନିଜ ପାଖ ମନ୍ଦିର କୁ ଯାଇ ପୂଜା କରିବା ସହ ନିଜ ଗୁରୁଙ୍କ ଠାରୁ ନିଜ ମଥା ରେ ସିନ୍ଦୂର ପିନ୍ଧିବା ସହ ବ୍ରତ ଇତ୍ୟାଦି ପିନ୍ଧିଥାନ୍ତି।

















Leave a Reply